ରିପୋର୍ଟ କାର୍ଡ / ମୁମ୍ବଇ
ମହାରାଷ୍ଟ୍ରରେ ଭୂକମ୍ପ ଝଟକା ଅନୁଭୂତ। ଆଜି ପୂର୍ବାହ୍ନ ୧୧ଟା୫୭ରେ ମହାରାଷ୍ଟ୍ରରର ପାଲଘରରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୭ ରେକର୍ଡ କରାଯାଇଛି। ଏସସିଏସ ଏନେଇ ସୂଚନା ଦେଇଛନ୍ତି। ଏଥିରେ ଏଯାଏଁ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ସୂଚନା ମିଳି ନାହିଁ।
More Stories
ଆତଙ୍କବାଦୀ ଟାର୍ଗେଟ୍ରେ ରାଜଧାନୀ…..
ଏସ୍ଆଇଆର କାର୍ଯ୍ୟରେ ନ୍ୟାୟିକ ଅଧିକାରୀଙ୍କୁ ନିଯୁକ୍ତି ଦିଅ:ସୁପ୍ରିମକୋର୍ଟ…..
ଭାରତ ଆସିବେ ଟ୍ରମ୍ପ !…..