ରିପୋର୍ଟ କାର୍ଡ / ମୁମ୍ବଇ
ମହାରାଷ୍ଟ୍ରରେ ଭୂକମ୍ପ ଝଟକା ଅନୁଭୂତ। ଆଜି ପୂର୍ବାହ୍ନ ୧୧ଟା୫୭ରେ ମହାରାଷ୍ଟ୍ରରର ପାଲଘରରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୭ ରେକର୍ଡ କରାଯାଇଛି। ଏସସିଏସ ଏନେଇ ସୂଚନା ଦେଇଛନ୍ତି। ଏଥିରେ ଏଯାଏଁ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ସୂଚନା ମିଳି ନାହିଁ।
More Stories
ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ….
ଲକ୍ଷ ଲକ୍ଷ ନାଗରିକଙ୍କୁ ମତଦାନ ରୁ ବଞ୍ଚିତ କରିବା ବେଆଇନ…..
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..