ଦେଶ ବିଦେଶ

ପୋଲିସ ଇନ୍ସପେକ୍ଟରଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ଼…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ ଶ୍ରୀନଗରର ଇଦ୍‌ଗା ମସଜିଦ ପଡ଼ିଆରେ ସ୍ଥାନୀୟ ପିଲାଙ୍କ ସହିତ କ୍ରିକେଟ ଖେଳିବା ସମୟରେ ଆତଙ୍କବାଦୀମା‌ନେ ମସରୁର୍‌ ଅହମଦ ୱାନି ନାମକ ଜଣେ...

Read more

ଆନ୍ଧ୍ର ରେଳ ଦୁର୍ଘଟଣା:ସହାୟତା ଘୋଷଣା……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ ଆନ୍ଧ୍ର ପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଭୟଙ୍କର ରେଳ ଦୁର୍ଘଟଣାରେ ମୃତାହତଙ୍କ ନେଇ ରେଳବାଇ ପକ୍ଷରୁ ସହାୟତା ଘୋଷଣା...

Read more

ଦିଲ୍ଲୀ, ମୁମ୍ବାଇରେ ହାଇଆଲର୍ଟ ଜାରି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ କେରଳରେ କାଲାମସେରିସ୍ଥିତ ଏକ କନ୍‌ଭେନସନ ସେଣ୍ଟରରେ ବିସ୍ଫୋରଣ ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି। ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ...

Read more

ଆନ୍ଧ୍ର ରେଳ ଦୁର୍ଘଟଣା:ମୃତ ଯାତ୍ରୀଙ୍କ ମଧ୍ୟରୁ କେହି ଓଡ଼ିଶାର ନାହାନ୍ତି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରୁ କେହି ଓଡ଼ିଶାର ନଥିବା ନେଇ ସୂଚନା ମିଳିଛି। ସମସ୍ତ ମୃତକ ଆନ୍ଧ୍ରପ୍ରଦେଶର। ସମସ୍ତଙ୍କ...

Read more

୩ ଟ୍ରେନ୍‌ ମଧ୍ୟରେ ଧକ୍କା; ୧୫ ମୃତ, ୫୦ ରୁ ଅଧିକ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ ଗୋଟିଏ ଟ୍ରାକ୍‌ରେ ଆସୁଥିବା ବେଳେ ଦୁଇ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣା ପରେ ପାସେଞ୍ଜର ଟ୍ରେନ୍‌ର ବଗି ଅନ୍ୟ...

Read more

ରାସ୍ତାରେ ଚାଲିବନି କଳା-ହଳଦିଆ ଟ୍ୟାକ୍ସି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ ଆଉ ରାସ୍ତାରେ ଗଡ଼ିବନି କଳା-ହଳଦିଆ ଟ୍ୟାକ୍ସି। ରାଜରାସ୍ତାରୁ ଗାଏବ ହୋଇଯିବ 'ପ୍ରିମିୟର ପଦ୍ମିନୀ'।ଏହାକୁ ପରିବହନ ବିଭାଗ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇବାସୀ...

Read more

୩୧ରେ ସ୍ଥାପନା ହେବ ‘ମୋ ଯୁବା ଭାରତ’ ସଙ୍ଗଠନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ ଅକ୍ଟୋବର ୩୧ ତାରିଖରେ ଜାତୀୟସ୍ତରୀୟ ସଙ୍ଗଠନ ‘ମୋ ଯୁବା ଭାରତ’ ବା ‘ମାଇଁ ଭାରତ’ ସ୍ଥାପନା କରାଯିବ ବୋଲି ଆଜି ମାସିକ...

Read more

ପ୍ରଧାନମନ୍ତ୍ରୀଙ୍କ କଟାକ୍ଷର ଜବାବ ଦେଲେ ଶରଦ ପାୱାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ ପ୍ରଧାନମନ୍ତ୍ରୀ ତାଙ୍କ ସାମ୍ବିଧାନିକ ପଦମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ମନ୍ତବ୍ୟ ଦେବା ଉଚିତ। ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Read more
Page 120 of 790 1 119 120 121 790
  • Trending
  • Comments
  • Latest

Recent News

Breaking News