ରିପୋର୍ଟ କାର୍ଡ / ବୁର୍ଲା
ବୁର୍ଲା ଭିମସାରର କର୍କଟ ବିଭାଗରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ମୋବାଇଲ ଆଲୁଅରେ କେମୋ ଥେରାପି କରାଯାଇଥିବା ଅଭିଯୋଗ ହୋଇଛି। ବିଭାଗର ସ୍ବତନ୍ତ୍ର ଡିଜି ରହିଥିବା ସତ୍ତ୍ବେ ତାହାକୁ ବ୍ୟବହାର କରାଯାଇନାହିଁ। ଫଳରେ ଦୀର୍ଘ ତିନି ଘଣ୍ଟା ଅନ୍ଧାରରେ ରହିଥିଲା। ଏହି ସମୟରେ କେମୋ ଚାଲିଥିବା ରୋଗୀଙ୍କୁ ଅନ୍ୟ ଉପାୟ ନପାଇ ମୋବାଇଲ ଆଲୁଅରେ ଚିକିତ୍ସା କରାଯାଇଥିଲା। ବୁର୍ଲା ଭିମସାରର କର୍କଟ ବିଭାଗରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ମୋବାଇଲ ଆଲୁଅରେ କେମୋ ଥେରାପି କରାଯାଇଥିବା ଅଭିଯୋଗ ହୋଇଛି। ବିଭାଗର ସ୍ବତନ୍ତ୍ର ଡିଜି ରହିଥିବା ସତ୍ତ୍ବେ ତାହାକୁ ବ୍ୟବହାର କରାଯାଇନାହିଁ। ଫଳରେ ଦୀର୍ଘ ତିନି ଘଣ୍ଟା ଅନ୍ଧାରରେ ରହିଥିଲା। ଏହି ସମୟରେ କେମୋ ଚାଲିଥିବା ରୋଗୀଙ୍କୁ ଅନ୍ୟ ଉପାୟ ନପାଇ ମୋବାଇଲ ଆଲୁଅରେ ଚିକିତ୍ସା କରାଯାଇଥିଲା। ବିଦ୍ୟୁତ ବିଭାଗର ଦାୟିତ୍ବହୀନତା ଯୋଗୁଁ କୌଣସି ପ୍ରାକ୍ ସୂଚନା ନଦେଇ ବିଦ୍ୟତୁ କାଟ କରାଯାଇଥିଲା। ଏହାକୁ ନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତରଖାନା ଅଧୀକ୍ଷକ ଡାକ୍ତର.ଲାଲମୋହନ ନାୟକ କହିଛନ୍ତି। ବିଦ୍ୟୁତ ବିଭାଗର ଦାୟିତ୍ବହୀନତା ଯୋଗୁଁ କୌଣସି ପ୍ରାକ୍ ସୂଚନା ନଦେଇ ବିଦ୍ୟତୁ କାଟ କରାଯାଇଥିଲା। ଏହାକୁ ନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତରଖାନା ଅଧୀକ୍ଷକ ଡାକ୍ତର.ଲାଲମୋହନ ନାୟକ କହିଛନ୍ତି।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….