ରିପୋର୍ଟ କାର୍ଡ / ଭୁବନେଶ୍ୱର
ପରମ୍ପରା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଛାଡ଼ଖାଇ ପାଳନକରାଯାଏ । କିନ୍ତୁ ଗତକାଲି ଶନିବାର ଥିବାରୁ ଛାଡ଼ଖାଇରେ ଅଧିକାଂଶ ଘରେ ଆମିଷ କରାଯାଇ ନ ଥାଏ | ତେଣୁ ଆଜି ରବିବାର ଛାଡ଼ଖାଇ ବେଶ ଜମିଛି। ସକାଳୁ ସକାଳୁ ଆମିଷ ଦୋକାନରେ ଭିଡ଼ ଲାଗିଛି। ସେହିପରି ମାଛ ବଜାରରେ ବି ଭିଡ଼ ଦେଖିବାକୁ ମିଳିଛି। ଆଜି ଛାଡ଼ଖାଇ ପାଇଁ ବଜାର ଚଳଚଞ୍ଚଳ ହୋଇଉଠିଛି।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..