ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଅପରାହ୍ନ ୪ ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କରୋନା ସମ୍ପର୍କରେ କିଛି ପରାମର୍ଶ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ | ଯଦି ଦେଖିବା ମୁଖ୍ୟମନ୍ତ୍ରୀ ଯେବେବି ରାଜ୍ୟ ବାସୀଙ୍କ ପାଖରେ ବାର୍ତ୍ତାରଖିଛନ୍ତି ସେଥିରେ ସତର୍କ ରହିବାକୁ ଅପିଲ କରିଥାନ୍ତି | ତେବେ ଆଜି କଣ ରହିଛି ବାର୍ତ୍ତାରେ ତାହା ଉପରେ ନଜର | ଆଜି ରାଜ୍ୟରେ କରୋନା ସଂକ୍ରମଣ ସର୍ବାଧିକ ୧୨୮୨ ପଜିଟିଭ ଚିହ୍ନଟ ହୋଇଛନ୍ତି | କରୋନା ସଂକ୍ରମଣ ସମ୍ପର୍କରେ କିଛି କହିପାରନ୍ତି ମୁଖ୍ୟମନ୍ତ୍ରୀ |






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..