ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଅପରାହ୍ନ ୪ ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କରୋନା ସମ୍ପର୍କରେ କିଛି ପରାମର୍ଶ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ | ଯଦି ଦେଖିବା ମୁଖ୍ୟମନ୍ତ୍ରୀ ଯେବେବି ରାଜ୍ୟ ବାସୀଙ୍କ ପାଖରେ ବାର୍ତ୍ତାରଖିଛନ୍ତି ସେଥିରେ ସତର୍କ ରହିବାକୁ ଅପିଲ କରିଥାନ୍ତି | ତେବେ ଆଜି କଣ ରହିଛି ବାର୍ତ୍ତାରେ ତାହା ଉପରେ ନଜର | ଆଜି ରାଜ୍ୟରେ କରୋନା ସଂକ୍ରମଣ ସର୍ବାଧିକ ୧୨୮୨ ପଜିଟିଭ ଚିହ୍ନଟ ହୋଇଛନ୍ତି | କରୋନା ସଂକ୍ରମଣ ସମ୍ପର୍କରେ କିଛି କହିପାରନ୍ତି ମୁଖ୍ୟମନ୍ତ୍ରୀ |
More Stories
ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡ…..
୨୪ରୁ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ…..
ଓଡିଶା ବହୁ ବିଧ ଖଣିଜ ସମ୍ପଦରେ ଭରପୂର ରାଜ୍ୟ….