ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା କାଲି ଦେଶର ବୃହତମ ହକି ଷ୍ଟାଡିୟମ୍ ଲୋକାର୍ପଣ ହେବ । ରାଉରକେଲା ବିପିୟୁଟିରେ ନିର୍ମାଣ ହୋଇଥିବା ବୃହତ ହକି ଷ୍ଟାଡିୟମ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ । ଦିନିକିଆ ରାଉରକେଲା ଗସ୍ତରେଯିବେ ମୁଖ୍ୟମନ୍ତ୍ରୀ । ରାଉରକେଲା ସହରରେ ଲାଗିଥିବା ଟ୍ରାଫିକ୍ ସିଗନାଲ, ସିସି କ୍ୟାମେରା ଉଦଘାଟନ କାରିବା ସହ ମୋ ବସ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାସହିତ ବିଭିନ୍ନ ବିଭାଗର ଉନ୍ନୟନ ଯୋଜନାର କାର୍ଯ୍ୟକ୍ରମ ରହିଛି ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..