ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀର ଭୁବନେଶ୍ୱରରେ ଆଉ ୬ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଦକ୍ଷିଣ-ପୂର୍ବ ଜୋନ୍ର ୬ ଟି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସେଥିମଧ୍ୟରେ ଜାଗମରା କ୍ରିଷ୍ଣା ଗାର୍ଡେନ ଫେଜ୍-୨ର ପ୍ଲଟ ନଂ ୨୧, କୋଳଥିଆ ସତ୍ୟସାଇ ଏନକ୍ଲେଭ ପ୍ଲଟ ନଂ- ୧୭୫, ଜଗମୋହନ ନଗର ପ୍ଲଟ ନଂ-୧୧୨୦, କୋଳଥିଆ ପ୍ଲଟ ନଂ- ୨୦, ପୋଖରୀପୁଟ କୋକିଳା ଏନକ୍ଲେଭ ପ୍ଲଟ ନଂ- ୧୦୬ ଏବଂ କ୍ରିଏଟିଭ୍ ଏନକ୍ଲେଭ ଫ୍ଲାଟ ନଂ ୪୦୩କୁ କଣ୍ଟେନ୍ମେଣ୍ଟ ଜୋନ କରାଯାଇଛି ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..