ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ପୁଣି କରୋନା ସଂକ୍ରମଣ ବଢିଛି | ଗତକାଲି ସଂକ୍ରମଣ କମିଥିବା ବେଳେ ଆଜି ପୁଣି ବୃଦ୍ଧି ହୋଇଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୩୭,୫୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୪୮ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୨୫,୧୨,୩୬୬ ଓ ମୃତ୍ୟୁସଂଖ୍ୟା ୪,୩୫,୭୫୮ରେ ପହଞ୍ଚିଛି। ଦୈନିକ ସଂକ୍ରମଣ ହାର ୨.୧୦% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୨% ରହିଥିବାବେଳେ ଆରୋଗ୍ୟ ହାର ୯୭.୬% ହୋଇଛି। ସମୁଦାୟ ସୁସ୍ଥତାସଂଖ୍ୟା ୩,୧୭,୫୪,୨୮୧ରେ ପହଞ୍ଚିଛି।






More Stories
ଯଦି ମୁଁ ଆପଣଙ୍କ ଛାତ୍ର ହୋଇଥାନ୍ତି…..
ନିୟମ ଭାଙ୍ଗିଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ !…..
ସେପ୍ଟେମ୍ୱରରେ ପୁଣି ବଡ଼ ଆନ୍ଦୋଳନ…..