ରିପୋର୍ଟ କାର୍ଡ / ଅନୁଗୁଳ
ଘର ଭିତରେ ଦମ୍ପତ୍ତିଙ୍କ ସନ୍ଦେହଜନକ ମୃତ୍ୟୁ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ତଇଳା ଗାଁରେ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣରୁ ଶ୍ରମିକ ଭାବେ କାମ କରୁଥିବା ଦମ୍ପତ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଗୋଡିମୁଣ୍ଡା ସାହିର ସୁର ପ୍ରଧାନ ଏବଂ ସୁକାନ୍ତି ପ୍ରଧାନ ବୋଲି ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ। ବିଦ୍ୟୁତ୍ ଆଘାତ ଲାଗି ଉଭୟଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….