ରିପୋର୍ଟ କାର୍ଡ / ବରଗଡ଼
ଆଜି ଶେଷ ହେବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଗତ ୩୧ ତାରିଖରୁ ଆରମ୍ଭ ହୋଇଥିବା ଧନୁଯାତ୍ରାର ଆଜି ଶେଷ ଦିନ। ମୁକ୍ତାକାଶ ରଙ୍ଗ ମଞ୍ଚରେ ବେଶ ଜମୁଛି ଧନୁଯାତ୍ରା | ଆଜି ମାମୁ କଂସଙ୍କ ବଧ ଦୃଶ୍ୟ ଅଭିନୀତ ହେବ। ପରେ ଦେବକୀ ଓ ବସୁଦେବଙ୍କୁ କାରାକାରରୁ ମୁକ୍ତ କରି ଉଗ୍ରସେନଙ୍କ ରାଜ୍ୟାଭିଷେକ କରିବେ କୃଷ୍ଣ-ବଳରାମ।
More Stories
ପ୍ରବଳରୁ ଅତି ପ୍ରବଳ ବର୍ଷା,ୟେଲୋ ୱାର୍ନିଂ ଜାରି…..
ରାଜ୍ୟସ୍ତରୀୟ ସମାରୋହରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ…..
୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ…..