Skip to contentଚୌଦ୍ୱାର:କଟକ ଚୌଦ୍ୱାର ଚାରିବାଟିଆ ସ୍ଥିତ ଏଆରସିରେ ପୁଣି ଅଗ୍ନିକାଣ୍ଡ । ନିଆଁ ଲିଭା କାମରେ ୬ଟି ଦମକଳ ବାହୀନି ନିୟୋଜିତ ଅଛନ୍ତି । ସୂଚନା ଅନୁଯାୟୀ କ୍ୱାର୍ଟର ଓ ଘାସ ଗୋଦାମ ନିକଟରେ ନିଆଁ ଲାଗିଛି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ନିଆଁ ଲାଗିବା ଯୋଗୁଁ କଣ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ । ଏଆରସି ଚାରିପଟେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

1 min read
More Stories
ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ……
ଘୂର୍ଣ୍ଣିଝଡ଼ରେ ପରିଣତ ହେଲା ବାତ୍ୟା ‘ମୋନ୍ଥା’!…..
ଅଶାନ୍ତ ହେଲା ସମୁଦ୍ର,ଆଜି ରାତି ୮ଟାରେ……