Report Card Odisha

| Daily Odia News

ରାସନକାର୍ଡଧାରୀଙ୍କୁ ମିଳିବ ମାଗଣା ସିଲିଣ୍ଡର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସରକାର ଏବେ ଗରିବ ଲୋକଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ପ୍ରଥମେ ମାଗଣା ରାଫଳରେ ଲୋକଙ୍କୁ ବହୁ ପରିମାଣସନ ଏବଂ ଏବେ ରାସନକାର୍ଡଧାରଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ । ଯଦି ଆପଣ ମଧ୍ୟ ଅନ୍ତୋଦୟ କାର୍ଡ ହିତାଧିକାରୀ, ତେବେ ଆପଣ ଏହି ଯୋଜନାର ଲାଭ ଉଠାଇପାରିବେ । ଏବେ ସରକାରଙ୍କ ପକ୍ଷରୁ ଆପଣଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ । ପୁଷ୍କର ସିଂ ଧାମି ସରକାର ଦେଇଥିବା ସୂଚନା ଅନୁଯାୟୀ, ରାସନ କାର୍ଡଧାରୀଙ୍କୁ ବାର୍ଷିକ ତିନିଟି ଏଲପିଜି ସିଲିଣ୍ଡର ମାଗଣାରେ ଦିଆଯିବ । ଯଦିଓ ଏପରି କରିବା ଦ୍ୱାରା ସରକାରଙ୍କ ଉପରେ ଆର୍ଥିକ ବୋଝ ବଢ଼ିବ, କିନ୍ତୁ ସାଧାରଣ ଲୋକ ଲାଭ ପାଇବେ । ସରକାରଙ୍କ ମାଗଣା ତିନୋଟି ଗ୍ୟାସ ସିଲିଣ୍ଡରର ଲାଭ ପାଇଁ କିଛି ସର୍ତ୍ତ ପୂରଣ କରିବା ବାଧ୍ୟତାମୂଳକ |ହିତାଧିକାରୀମାନେ ଉତ୍ତରପ୍ରଦେଶର ବାସିନ୍ଦା ହେବା ବାଧ୍ୟତାମୂଳକ । ଏଥିପାଇଁ ଅନ୍ତୋଦୟ ରାସନ କାର୍ଡଧାରୀମାନଙ୍କୁ ଗ୍ୟାସ କନେକ୍ସନ କାର୍ଡ ସହିତ ଲିଙ୍କ କରିବା ଜରୁରୀ ।

 

Breaking News