ରିପୋର୍ଟ କାର୍ଡ / ଭୁବନେଶ୍ୱର
କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର | ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ଜେଲରୁ ଆଣି ହାଇଦରକୁ କଟକ ଏସସିବି ମେଡିକାଲରେ ଚିକିତ୍ସା କରାଯାଉଥିଲା | ହଠାତ୍ ଶନିବାର ଅପରାହ୍ନରେ ହାଇଦର ଫେରାର ହୋଇଯାଇଛି। ପୋଲିସ ସୁରକ୍ଷାରେ ଥାଇ ଗ୍ୟାଙ୍ଗଷ୍ଟାର କପିରି ଡାକ୍ତରଖାନାରୁ ପଳାଇଲା ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୁଲେମାନ ହତ୍ୟାକାଣ୍ଡ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ରେ ଥିଲା। ସୁରକ୍ଷାକର୍ମୀଙ୍କୁ ସେ ନିଶା ଦେଇ ଡାଡକ୍ତଖାନା ବେଡ୍ରୁ ଖସି ଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ବୁର୍ଲା ମେଡିକାଲରୁ ରେଫର ହୋଇ ହାଇଦରକୁ କଟକ ଏସସିବି ଅଣାଯାଇଥିଲା।
More Stories
ଓଏସଏସଏସସି ପରୀକ୍ଷା ଅନିୟମିତତାର ତଜର୍ମା କରୁଛନ୍ତି ସରକାର…..
ଭୁବନେଶ୍ୱରରେ ୨୪ ଘଣ୍ଟା ବନ୍ଦ ରହିବ ପାନୀୟ ଜଳ ଯୋଗାଣ….
ଗିରଫ ହୋଇପାରନ୍ତି ଶେଖ ହାସିନା !….