ରିପୋର୍ଟ କାର୍ଡ / ଭୁବନେଶ୍ୱର
କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର | ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ଜେଲରୁ ଆଣି ହାଇଦରକୁ କଟକ ଏସସିବି ମେଡିକାଲରେ ଚିକିତ୍ସା କରାଯାଉଥିଲା | ହଠାତ୍ ଶନିବାର ଅପରାହ୍ନରେ ହାଇଦର ଫେରାର ହୋଇଯାଇଛି। ପୋଲିସ ସୁରକ୍ଷାରେ ଥାଇ ଗ୍ୟାଙ୍ଗଷ୍ଟାର କପିରି ଡାକ୍ତରଖାନାରୁ ପଳାଇଲା ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୁଲେମାନ ହତ୍ୟାକାଣ୍ଡ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ରେ ଥିଲା। ସୁରକ୍ଷାକର୍ମୀଙ୍କୁ ସେ ନିଶା ଦେଇ ଡାଡକ୍ତଖାନା ବେଡ୍ରୁ ଖସି ଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ବୁର୍ଲା ମେଡିକାଲରୁ ରେଫର ହୋଇ ହାଇଦରକୁ କଟକ ଏସସିବି ଅଣାଯାଇଥିଲା।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….