ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନ ରାଜନୀତିରେ ଟଣାଓଟରା ସବୁବେଳେ ଲାଗି ରହିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ତାଙ୍କ ପାର୍ଟିକୁ ଜବରଦସ୍ତ ଯୋଡିବାକୁ ଚେଷ୍ଟା କରାଯାଉଛି। ସେ ଟୁଇଟରରେ ଏକ ପୋଷ୍ଟ ଶେୟାର କରି ଶାସକ ଦଳ ଉପରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ସରକାର ଦଳକୁ ଭାଙ୍ଗିବାକୁ ନେତା ଓ ତାଙ୍କ ପରିବାରକୁ ବି ଡରାଉଛନ୍ତି ଧମକାଉଛନ୍ତି। ଘରର ମହିଳାଙ୍କ ନାମରେ ନେତାଙ୍କୁ ଧମକ ଦିଆଯାଉଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..