ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ୟାରିସ୍ ଅଲିମ୍ପିକରେ ଭାରତୀୟ ହକି ଟିମ୍ ଆଜି ପୁଲ ବି ରେ ଆୟର୍ଲାଣ୍ଡକୁ ୨-୦ରେ ପରାସ୍ତ କରିଛି । ଭାରତୀୟ ଦଳକୁ ଦ୍ବିତୀୟ ବିଜୟ ମିଳିଛି । ପ୍ରଥମ ମ୍ୟାଚରେ ଦଳ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଥିଲା । ଏହା ପରେ ଆର୍ଜେଣ୍ଟିନା ବିରୁଦ୍ଧରେ ମୁକାବିଲାରେ ୧-୧ରେ ମ୍ୟାଚ୍ ଡ୍ର ରହିଥିଲା । ଅଧିନାୟକ ହରମନପ୍ରୀତଙ୍କ ଡବଲ ଗୋଲ୍ ବଳରେ ଭାରତ ଏହି ବିଜୟ ହାସଲ କରିଛି । ପ୍ୟାରିସ୍ ଅଲିମ୍ପିକରେ ତାଙ୍କର ଏବେ ୪ ଗୋଲ୍ ହୋଇଯାଇଛି ।






More Stories
ହକି ଇଣ୍ଡିଆ ଡିଜିଙ୍କୁ ଜବାବ ମାଗିଲେ ଦିଲୀପ…..
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..
ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷିତ…..