ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁବାର ଜମ୍ମୁ-କଶ୍ମୀର କୁଲଗାମର କାଜିଗୁଣ୍ଡ ଅଞ୍ଚଳରେ ବିଏସ୍ଏଫ୍ ଯବାନଙ୍କ ଗାଡି ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିବା ନେଇ ଜଣାପଡିଛି । ସୂଚନା ଅନୁଯାୟୀ, ଯେତେବେଳେ ସେହି ଅଞ୍ଚଳ ଦେଇ ବିଏସ୍ଏଫ୍ ଗାଡିଟି ଅତିକ୍ରମ କରୁଥିଲା ସେହି ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ କେହି ହତାହତ ହୋଇ ନ ଥିବା ବେଳେ ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ଜାଣି ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାୟୀ ସର୍ଚ୍ଚ ଅପରେଶନ ଜାରି କରାଯାଇଛି । ସେଠାରେ ଜଣେ ନୁହେଁ ବରଂ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି ।






More Stories
ଦିଲ୍ଲୀ ବିମାନବନ୍ଦର ୬ଦିନ ପାଇଁ ବନ୍ଦ…..
ବାପାମା’ଙ୍କ ଯତ୍ନ ନନେଲେ ଦରମା କାଟିବ……
ଯୁଦ୍ଧ ଓ ଶାନ୍ତି ପାଇଁ ଆମେ ପ୍ରସ୍ତୁତ…..