ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉତ୍କଳ ମଣି ଗୋପବନ୍ଧୁଙ୍କ ଅଲିଭା ସ୍ମୃତିକୁ ସମାଜରେ ପ୍ରେରଣନାଦାୟ କରିବା ପାଇଁ କଟକ ଭୁବନେଶ୍ୱର ଟ୍ଵିନ ସିଟିରେ ଏକ ସଂଗ୍ରହରଲୟ ଖୋଲିବ ସମ୍ପର୍କରେ ରବିବାର ଗୁରୁତ୍ୱ ଆରୋପ କରା ଯାଇଥିଲା । ଗୋପବନ୍ଧୁଙ୍କ ସାହିତ୍ୟ, ସମାଜସେବା, ସାମ୍ବାଦିକତା, ଆଧ୍ୟାତ୍ମିକତା ଚିନ୍ତନ ସମ୍ପର୍କରେ ଆଲୋଚନା କରାଯିବ ପାଇଁ ଶ୍ରୀ ବରଦା ପ୍ରସନ୍ନ ଦାସ ପ୍ରକାଶ କରିଥିଲେ। ପୂର୍ବତନ କୁଳପତି ତଥା କିଟ ବିଶ୍ୱବିଦ୍ୟାଳୟର ଆଧ୍ୟାତ୍ମିକ ଧର୍ମ ବିଦ୍ୟା ଅଧ୍ୟୟନ କେନ୍ଦ୍ରର ଅଧକ୍ଷ ଡ଼ ହରେକୃଷ୍ଣ ଶତପଥୀ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନସଚିବ ଶୁଭଶ୍ରୀ ନନ୍ଦ ମୁଖ୍ୟବକ୍ତା ଓ ଅତିଥି ବକ୍ତା ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ। ଥିଙ୍କର୍ସ କ୍ଲବ ସଭାପତି ବରଦା ପ୍ରସନ୍ନ ଦାସ କାର୍ଯ୍ୟକ୍ରମତିକୁ ସଂଯୋଜନା କରିଥିଲେ।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……