ରିପୋର୍ଟ କାର୍ଡ / ବାଲିଅନ୍ତା (ପୀତବାସ ଦାଶ )
ନହରକଣ୍ଟା ସରସ୍ବତୀ ଶିକ୍ଷା ମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ଶିଶୁ ଭାଇଭଉଣୀ ମାନଙ୍କ ଦ୍ଵାରା ରାଧା କୃଷ୍ଣ ବେଶରେ ସଜ୍ଜିତ ହୋଇ ବିଦ୍ୟାଳୟକୁ ଆସିଥିଲେ | ବିଦ୍ୟାଳୟର ପଣ୍ଡିତ ଗୋକୁଳାନନ୍ଦ ରଥ ପ୍ରଭୃ ଶ୍ରୀକୃଷ୍ଣଙ୍କର ଫଟୋ ଚିତ୍ରରେ ପୁଷ୍ପ ହାର , ଚନ୍ଦନ, ବସ୍ତ୍ର ଦେଇ ସଜ୍ଜିତ କରି ଧୂପ ଦୀପ ଦେଇ ମନ୍ତ୍ରପାଠ କରି ପ୍ରଭୁଙ୍କୁ ସ୍ଥାପନା କରିଥିଲେ । ଶିଶୁଭାଇ ଭଉଣୀ ମାନଙ୍କ ଦ୍ଵାରା ଗୀତଗୋବିନ୍ଦ ଓ ଗୀତା ପାଠ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମ୍ପାଦକ ସୁରେନ୍ଦ୍ର ଖୁଣ୍ଟିଆ, ପ୍ରଧାନ ଆଚାର୍ଯ୍ୟ ଜୟଶ୍ରୀ ମହାପାତ୍ର, ସମସ୍ତ ଗୁରୁଜୀ ଗୁରୁମା ଓ ଅଭିଭାବକ ଉପସ୍ଥିତ ରହି ଉପଭୋଗ କରିଥିଲେ ।






More Stories
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟ…..
ସ୍ୱଚ୍ଛତାରେ ଓଡ଼ିଶାକୁ ଜାତୀୟ ସମ୍ମାନ……
ରାମ୍ପ୍ ଦର୍ଶନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ…..