ରିପୋର୍ଟ କାର୍ଡ / କଟକ
ଦିନକୁ ଦିନ ବିଜୁ ଜନତା ଦଳର ସ୍ଥିତି ଦୁର୍ବଳ ହେବା ପରି ମନେ ହେଉଛି। ଏପଟେ କଂଗ୍ରେସ ତା’ର ସ୍ଥିତି ମଜଭୁତ କରିବାରେ ଲାଗିପଡିଛି। ରବିବାର ସାଲେପୁର ଅଂଚଳର ଶତାଧିକ କର୍ମୀ ବିଜେଡି କର୍ମୀ ଦଳ ଛାଡିଛନ୍ତି। ଏମାନେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲାର କେତେଜଣ ବିଜେଡି କର୍ମୀ ବି କଂଗ୍ରେସରେ ସାମିଲ ହୋଇଛନ୍ତି। ଏହାକୁ ଦେଖି ଅନୁମାନ କରାଯାଉଛି ଯେ ବେଳକୁ ବେଳ କଂଗ୍ରେସ ତା’ର ହାତମୁଠା ଟାଣ କରିବାରେ ବ୍ୟସ୍ତ ଅଛି।






More Stories
ଅଟୋ ଚାଳକଙ୍କ ହଙ୍ଗାମା;୪୦୦ ଗାଡ଼ି ଜବତ……
କଟିଲେ ୨୪.୩୩ ଲକ୍ଷ ଭୋଟର…..
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……