ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୋଲାଣ୍ଡର ରାଜଧାନୀ ୱାର୍ସରେ ବାୟୁସେନା ୱାନରେ ଚଢ଼ିବା ସମୟରେ ଝୁଣ୍ଟି ପଡ଼ି ପାହାଚ ଉପରରେ ପଡିଯାଇଥିଲେ | ତେବେ କିଛି ସେକେଣ୍ଡରେ ମଧ୍ୟରେ ସେ ଉଠି ପୁଣି ଠିଆ ହୋଇଥିଲେ। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ସେ ପାହାଚ ଚଢ଼ିବା ଏବଂ ଓହ୍ଲାଇବା ସମୟରେ ଅନେକ ଥର ତଳେ ପଡି ପୁଣି ଠିଆ ହୋଇ ସାରିଛନ୍ତି।






More Stories
ମୋଦିଙ୍କ ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ!…..
ନେପାଳ ବନ୍ୟା;ମାଟିତଳୁ ଜୀବନ ଖୋଜା…..
ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ…..