ରିପୋର୍ଟ କାର୍ଡ / ସମ୍ବଲପୁର
ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଖୋଲିଲା ହୀରାକୁଦ ଡ୍ୟାମ | ଆଜି ନିର୍ଦ୍ଧାରିତ ସମୟ ୧୧ ଟାରେ ହୀରାକୁଦର ୨ ଗେଟ ଖୋଲିଛି | ପ୍ର।ରମ୍ପରିକ ପୂଜାର୍ଚ୍ଚନା ପରେ ପ୍ରଥମ ବନ୍ୟା ଜଳ ନିଷ୍କ।ସନ ହେ।ଇଛି । ୭ ,୮ ନମ୍ବର ସୁଏଜ୍ ଫାଟକ ଦୂର ଜଳ ନିଷ୍କାସନ କରା ଯାଇଅଛି । ଜଳ ନିଷ୍କାସନ ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୪୫ ଫୁଟ ଥିବାର ସୂଚନା ମିଳିଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..