ରିପୋର୍ଟ କାର୍ଡ / କୋରାପୁଟ
ସିଭାଲିଙ୍ଗାପୁରମ୍ ଠାରେ ଏକ ପାସେଞ୍ଜର ଟ୍ରେନ ଲାଇନ ଚ୍ୟୁତ ହୋଇଛି । ବିଶାଖାପାଟଣାରୁ କୋରାପୁଟ ଆସୁଥିବା ସମୟରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଟ୍ରେନର ୬ନଂ ବଗିଟି ଲାଇନ ଚ୍ୟୁତ ହୋଇଥିବା ବେଳେ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସମସ୍ତ ଯାତ୍ରୀ ମାନେ ସୁରକ୍ଷିତ ଥିବା ସୂଚନା ଦିଆଯାଇଛି । ଘଟଣା ସ୍ଥଳରେ ରେଳ ବିଭାଗର ଏକ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ବିଶାଖାପାଟଣାର ଡିଆରଏମ ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟ୍ରେନଟି ଲାଇନ ଚ୍ୟୁତ ହୋଇଥିବାରୁ ରେଳ ସେବା ବାଧାପ୍ରାପ୍ତ ହୋଇଛି ।
More Stories
ଅସ୍ଥାୟୀ କର୍ମଚାରୀଙ୍କ ଦରମା ବୃଦ୍ଧି…..
ଗୃହରେ ପ୍ରବଳ ହଟ୍ଟଗୋଳ,ସାଢେ ୧୧ଟା ଯାଏଁ ମୁଲତବୀ…..
କଳ୍ପନା ଏବଂ ମ୍ୟୁଜିୟମ୍ ଛକରେ ନିର୍ମାଣ ହେବ ଫ୍ଲାଏଓଭର୍…..