ରିପୋର୍ଟ କାର୍ଡ / ମୁମ୍ବାଇ
କୋକିଳକଣ୍ଠୀ ଲତା ମଙ୍ଗେସକର୍ ଙ୍କ ବିୟୋଗରେ ସାରା ବିଶ୍ୱ ମିୟମାଣ ହୋଇପଡ଼ିଛି । ତେବେ ଆଜି ସାଢ଼େ ୬ଟାରେ ଲତାଙ୍କ ଅନ୍ତିମ ସଂସ୍କାର କରାଯିବ । ପରେଡ୍ ରୋଡ୍ ସ୍ଥିତ ବାସଭବନରେ ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର କରାଯିବ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଶେଷ ଦର୍ଶନ ହେବ । ଅପରାହ୍ନ ୪ଟାରୁ ୬ଟା ଯାଏଁ ଅନ୍ତିମ ଯାତ୍ରା । ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ହେବ ଶେଷକୃତ୍ୟ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….