Report Card Odisha

| Daily Odia News

ମୁଣ୍ଡ ପାଖରେ ପାଣି ବୋତଲ ରଖନ୍ତୁ ନାହିଁ ହୋଇଯିବେ କାଙ୍ଗାଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର 

ମଣିଷ ଜୀବନରେ ବାସ୍ତୁ ଶାସ୍ତ୍ରରେ ଖାସ୍ ମହତ୍ୱ ରହିଛି । ବାସ୍ତୁ ଜଣେ ବ୍ୟକ୍ତିର ଜୀବନରେ ଅନେକ ପ୍ରଭାବିତ କରିଥାଏ । ବାସ୍ତୁ ଶାସ୍ତ୍ର ହିସାବରେ ଘରର ଦିଗ ଓ ଘରେ ରଖାଯାଇଥିବା ଜିନିଷଗୁଡ଼ିକର କିଛି ନା କିଛି ଅର୍ଥ ରହିଥାଏ । ଶୋଇବା ସମୟରେ ମୁଣ୍ଡପାଖରେ ରଖାଯାଇଥିବା କିଛି ନିଜିଷ ବାସ୍ତୁଦୋଷର କାରଣ ହୋଇପାରେ । ଏହା ସହ ଏହି ଜିନିଷକୁ ମୁଣ୍ଡ ପାଖରେ ରଖି ଶୋଇବା ଦ୍ୱାରା ଜୀବନରେ ନକାରାକ୍ରତା ଆସିଥାଏ ।

ବାସ୍ତୁଶାସ୍ତ୍ର ହିସାବରେ, ଖବରକାଗଜ, ବହି, ମ୍ୟାଗଜିନ୍ ଇତ୍ୟାଦି କଦାପି ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଜୀବନରେ ନକାରାତ୍ମକତା ଆସିିଥାଏ । ଏହା ବ୍ୟତୀତ ଜୀବନରେ ଅନାବଶ୍ୟକ ଚାପ ମଧ୍ୟ ରହିଥାଏ ।

ହେମଦସ୍ତା :-
ବାସ୍ତୁ ଶାସ୍ତ୍ରୀ ଅନୁସାରେ, ରାତିରେ ଶୋଇଥିବାବେଳେ ହେମଦସ୍ତାକୁ ମୁଣ୍ଡ ପାଖରେ ରଖିବା ଉଚିତ୍ ନୁହେଁ । ଏହାକୁ ରଖିବା ଦ୍ୱାରା ବୈବହିତ ସମ୍ପର୍କରେ ଟେନସନ ସ୍ଥିତି ସୃଷ୍ଟି ହୁଏ । ଏହା ବ୍ୟତୀତ ଜୀବନରେ ସୁଖ ଏବଂ ଶାନ୍ତିର ଅଭାବ ହେବାକୁ ଲାଗେ ।

Breaking News