ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଗାତାର ତୃତୀୟ ଦିନରେ ପୁଣି କମିଲା ସୁନା ଓ ରୂପା ଦର । ଆଜି ବି ୮ହଜାର କମିଛି ସୁନା । ୨୪କ୍ୟାରେଟ ସୁନା ୧୦ଗ୍ରାମ୍ ପିଛା ୧ଲକ୍ଷ ୪୦ହଜାର ୬୭୪ଟଙ୍କାରେ ପହଞ୍ଚିଛି । ସେହିପରି ରୂପା କିଲୋଗ୍ରାମ ପିଛା ୨ଲକ୍ଷ ୬୫ହଜାର ୬୫୨ଟଙ୍କା ରହିଛି । ଆଜି ମାର୍କେଟ ଖୋଲିବା ମାତ୍ରେ ସୁନା ଓ ରୂପା ଦରରେ ବୃହତ ହ୍ରାସ ହୋଇଛି
More Stories
ବଢ଼ିଲା ଛେନା,ପନିର୍ ଦର…..
ଶସ୍ତା ହେଲା ସିଲିଣ୍ଡର !…..
ପୁଣି ବଢ଼ିଲା ସୁନା ଦର…..