ରିପୋର୍ଟ କାର୍ଡ / ମାଲକାନଗିରି
ଲସି ପିଇ ୧୦୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମାଲକାନଗିରି କାଲଦା ପଞ୍ଚାୟତରେ | ବିଭିନ୍ନ ଗାଁରୁ ୬୦ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି କୁର୍ତ୍ତି ହାଟରୁ ଲସି ପିଇବା ପରେ ରାତିରେ ଅସୁସ୍ଥ ହୋଇପଡିଥିଲେ ସମସ୍ତେ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଟିମ୍ ଅସୁସ୍ଥ ମାନଙ୍କୁ ପଡିଆ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲା । ସ୍ୱାସ୍ଥ୍ୟ ବିଭାଗ ଟିମ୍ ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛି । ବର୍ତ୍ତମାନ ସୁଦ୍ଧା ୬୦ରୁ ଅଧିକ ଅସୁସ୍ଥ ଲୋଙ୍କୁ ମେଡିକାଲ୍ ଆଣି ଚିକିତ୍ସା କରାଯାଉଛି। ଏହି ଘଟଣା ସମ୍ପର୍କରେ ପାଇଁ ସ୍ୱାସ୍ଥ୍ୟ ବିଭାଗ ଟିମ୍ ତଦନ୍ତ କରୁଥିବା ନେଇ ଜଣାପଡିଛି ।
More Stories
ବାରବାଟୀ କ୍ରିକେଟ୍ ମ୍ୟାଚ୍:ଟିକେଟ୍ କଳାବଜାରୀ ଅଭିଯୋଗରେ ୭ ଗିରଫ…..
ଆସନ୍ତାକାଲି ଆସିବ ସୁଭଦ୍ରା ଟଙ୍କା…..
ପ୍ରଫେସର ବୁଲୁ ମହାରଣା ନିଲମ୍ୱିତ…..