ରିପୋର୍ଟ କାର୍ଡ / ମାଲକାନଗିର
ମାଲକାନଗିରି ସୀମାନ୍ତରେ ସର୍ଚ୍ଚ ଅପରେସନ ବେଳେ ଟିଫିନ୍ ବୋମା ଜବତ ହୋଇଛି । ସୂଚନାନୁସାରେ, ରବିବାର ମାଲକାନଗିରି ସୀମାନ୍ତରେ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ବିଏସଏଫ ଏବଂ ଓଡିଶା ପୋଲିସ ଦ୍ୱାରା ୩ ଟି ଟିଫିନ୍ ବୋମା ଉଦ୍ଧାର ହୋଇଛି । ମାଲକାନଗିରିର ସ୍ୱାଭିମାନ ଆଞ୍ଚଲର ମାଣ୍ଡାପାଲ୍ଲି ଅଞ୍ଚଳରୁ ୩ଟି ଆଇଏଲଡି ଏବଂ ବିସ୍ଫୋରକ ଉଦ୍ଧାର କରାଯାଇଛି। ଏହି ସବୁ ବୋମାକୁ କୌଣସି ବଡ ବିସ୍ଫେରାଣରେ ଲାଲ୍ ବାହିନୀ ବ୍ୟବହାର କରିଥାନ୍ତା । ତେବେ ଯବାନମାନେ ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କରିଛନ୍ତି ।






More Stories
‘ବନ୍ଦେ ମାତରମ’ ବିଲ୍ ଆଗତ….
ଆଶ୍ୱାସନା ଦେଲେ ସରକାର, ଅନଶନ ଭାଙ୍ଗି ଖାଦ୍ୟ ଖାଇଲେ ୱାଙ୍ଗଚୁକ……
ପ୍ରଶାସନିକ କ୍ଷେତ୍ରରେ ଅଦଳବଦଳ: ଉଚ୍ଚଶିକ୍ଷା ସଚିବ ନରେଶ ପାଲ ଗଙ୍ଗୱାର…..