ରିପୋର୍ଟ କାର୍ଡ / ମୁମ୍ବାଇ
ମଡେଲ୍ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ ହୋଇଛି। ସୂଚନାଯୋଗ୍ୟ, ଅନେକ ଦିନ ହେବ ପୁନମ ଗର୍ଭାଶୟ କର୍କଟ କ୍ୟାନସରରେ ପୀଡ଼ିତ ଥିଲେ। ଶୁକ୍ରବାର ସକାଳେ ଉତ୍ତର ପ୍ରଦେଶରେ ଥିବା ଘରେ ପୁନମଙ୍କର ମୃତ୍ୟୁ ହୋଇଛି।ସୋସିଆଲ ମିଡିଆରେ ପୁନମ ପାଣ୍ଡେଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ତାଙ୍କର ଟିମ ଏକ ପୋଷ୍ଟର ସେୟାର କରିଛନ୍ତିି। ଶେଷଥର ପାଇଁ ପୁନମ ଜାନୁଆରି ୨୯ ତାରିଖରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ତାଙ୍କ ଅଙ୍ଗରକ୍ଷୀଙ୍କ ସହିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ଦେଖିବାକୁ ମିଳିଥିଲା। ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିବା ପୁନମ୍ ପାଣ୍ଡେ ୨୦୧୩ରେ ଚଳଚ୍ଚିତ୍ର ‘ନଶା’ ମାଧ୍ୟମରେ ବଲିଉଡ ଡେବ୍ୟୁ କରିଥିଲେ।






More Stories
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ…..
ପରଲୋକରେ ପ୍ରଦୀପ ରାୱତ…..
ଅଲ୍ଲୁ ଅର୍ଜୁନଙ୍କୁ ସମନ…..