ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୋହିଙ୍ଗ୍ୟା ଶରଣାର୍ଥୀ ଓ ବାଂଲାଦେଶ ନାଗରିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଆଣ୍ଡାମାନ ସାଗରରେ ବୁଡ଼ି ଯିବାରୁ ୨୫୦ ଜଣ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାଟି ଦକ୍ଷିଣ ବାଂଲାଦେଶର ଟେକନାଫ୍ରୁ ମାଲେସିଆ ଅଭିମୁଖେ ଯାଉଥିଲା। ଅଶାନ୍ତ ସମୁଦ୍ର ଓ ପବନ ଯୋଗୁଁ ବୁଡି ଯାଇଥିଲା। ଡଙ୍ଗାରେ ୨୮୦ ଜଣରୁ ଅଧିକ ଯାତ୍ରୀ ଥିଲେ। ଏପ୍ରିଲ ୪ରେ ଡଙ୍ଗାଟି ବାଂଲାଦେଶ ଛାଡିଥିବାବେଳେ ଏପ୍ରିଲ ୯ରେ ଦୁର୍ଘଟଣା ଘଟିଥିଲା।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..