ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା କଟକଣା ମଧ୍ୟରେ ସେପ୍ଟେମ୍ବର ପହିଲାରୁ ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଅଗଷ୍ଟ ୨୭ରେ ବସିବା ସର୍ବଦଳୀୟ ବୈଠକ | ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡା଼କଥିବା ନେଇ ଜଣାପଡିଛି । କୋଭିଡ କଟକଣାରେ ଅଧିବେଶନ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ମୌସୁମୀ ଅଧିବେଶନ କମ୍ ସମୟ ପାଇଁ ବସୁଥିବାରୁ ସବୁଦଳର ସହଯୋଗ କାମନା କରି ବାଚସ୍ପତି ଏହି ବୈଠକ ଡକାଇଛନ୍ତି ।






More Stories
ଓସେପା ଅଫିସରୁ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ…..
ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି…..
ଶରଧାବାଲିରେ ୩ ରଥ….