ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓ-ହବରେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଓଡ଼ିଆ ଉଦ୍ୟୋଗୀଙ୍କୁ ଜାଗା ମିଳୁନଥିବା ଅଭିଯୋଗ ପରେ ଆଜି ଓ-ହବ୍ରେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପହଞ୍ଚିଥିଲେ। ଓଡ଼ିଶାରେ ଥାଇ ବି ଓଡ଼ିଆ ଉଦ୍ୟୋଗୀଙ୍କୁ ମିଳୁନଥିଲା ଜାଗା ବୋଲି ଅଭିଯୋଗ ହୋଇଛି। ଏସଂପର୍କରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଏନେଇ ତଦନ୍ତ ହେବ ଏବଂ ଅନିୟମିତା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିସାରିଛନ୍ତି ଯେ ସଚିବାଳୟରେ ଓଡ଼ିଆରେ କାମ ହେବ। ଓ ହବରେ ବି ସବୁ କାମ ହେବ।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….