Report Card Odisha

| Daily Odia News

ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ଲଲିତ ବେହଲଙ୍କ ପରଲୋକ…..

ରିପୋର୍ଟ କାର୍ଡ / ମୁମ୍ବାଇ

ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ଲଲିତ ବେହଲଙ୍କର ପରଲୋକ ଘଟିଛି । ଶୁକ୍ରବାର ଦିନ ଦିଲ୍ଲୀରେ କୋଭିଡ-୧୯ ସମ୍ବନ୍ଧୀୟ ଜଟିଳତା କାରଣରୁ ବରିଷ୍ଠ ଅଭିନେତା ଲଲିତ ବେହଲଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ଗତ ସପ୍ତାହରେ ସେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କର କରୋନା ଚିକିତ୍ସା ସତ୍ତ୍ବେ ତାଙ୍କ ଅବସ୍ଥା ବିଗିଡି ଯାଇଥିବା ସୂଚନା ମିଳିଛି। ସ୍ୱର୍ଗତ ଅଭିନେତା-ନିର୍ଦ୍ଦେଶକଙ୍କ ସହ କାମ କରିଥିବା ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି।

 

Breaking News