ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ଯୁଆଡେ ଦେଖ ଜଳାମୟ | ଜମି ଓ ରାସ୍ତା ଏକାକାର ହୋଇଯାଇଛି । କିଛି ଅଞ୍ଚଳରେ ଲୋକେ ବନ୍ୟା ପାଇଁ ହଇରାଣ ହେଉଛନ୍ତି | ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖ ଦେଇଛି | ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଏହି ୫ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିବେ| ଏହି ସମୟରେ ଫାଇଭ-ଟି ସଚିବ ବି ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଜମି ଓ ରାସ୍ତା ଏକାକାର ହୋଇଯାଇଛି ।






More Stories
ସପ୍ତାହେ ପ୍ରବଳ ବର୍ଷୀବ……
ବିଜେପି କର୍ମୀଙ୍କୁ ହତ୍ୟା…..
ବୀମା ନାହିଁ ପେଟ୍ରୋଲ-ଡିଜେଲ ନାହିଁ…..