ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନରେ ଜୋରଦାର ଭୁକମ୍ପ ଝଟକା ଅନୁଭୂତ ହୋଇଛି । ପାକିସ୍ତାନ ରାଜଧାନୀ ଇସଲାମାବାଦରେ ବୁଧବାର ସକାଳ ପ୍ରାୟ ୬ଟା ୩୯ ମିନିଟରେ ଭୁକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୫ ବୋଲି ଜଣାପଡିଛି | ମିଳିଥିବା ସୂଚନା ଅନୁସାରେ- ,ବୁଧବାର ସକାଳ ପ୍ରାୟ ୬.୩୯ ମିନିଟରେ ଇସଲାମାବାଦରେ ୪.୫ ତିବ୍ରତାର ଭୂକମ୍ପ ଝଟ୍କା ଅନୁଭୁତ ହୋଇଛି । ଯାହାପରେ ଲୋକେମାନେ ଘରୁ ବାହାରକୁ ଆସିଯାଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ । ସେହିପରି ଭୂକମ୍ପର କେନ୍ଦ୍ରସ୍ଥଳୀ ଇସଲାମାବାଦ ଠାରୁ ବହୁ ଦୂରରେ ଥିବା ମଧ୍ୟ ଜଣାପଡିଛି ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..