ରିପୋର୍ଟକାର୍ଡ / ଭୁବନେଶ୍ୱର
ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ପ୍ରତିଦିନି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଏବେ ବି ଫେରାର ଅଛନ୍ତି । ଏହାରି ମଧ୍ୟରେ ପୋଲିସକୁ ମିଳିଛି ଆଉ ଏକ ସଫଳତା । ଭୁବନେଶ୍ୱରରୁ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାରକୁ ଜବତ କରିଛି ପୋଲିସ । ସଂପୂର୍ଣ୍ଣ ୱେବ ଚ୍ୟାନେଲ ମାଲିକାଲି ଶର୍ମିଷ୍ଠା ରାଉତଙ୍କୁ କାର ଠାବ ହୋଇଥିବା ସୂଚନା ମିଳିଛି । ଏୟାରଫିଲ୍ଟ ଥାନା ସ୍କାଏ ଟାୱାରର ଆପାର୍ଟମେଣ୍ଟ ଗ୍ୟାରେଜରୁ କାରଟି ଠାବ ହୋଇଥିବା ସୂଚନା ମିଳିଛି।






More Stories
ବିମାନ ଉଡ଼ାଣରେ ଲାଗିଲା କଟକଣା…..
କମିଲା ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଗାଡ଼ି ସଂଖ୍ୟା…..
ଶେଷ ହେଉଛି ପେଟ୍ରୋଲ!….