ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳ ଭଦ୍ରପୁର ବିମାନବନ୍ଦରେ ବଡ ଅଘଟଣରୁ ବର୍ତ୍ତିଲା ବିମାନ । ଅଳ୍ପକେ ରକ୍ଷା ପାଇଲେ ୫୧ ଯାତ୍ରୀ ।ସୂଚନା ଅନୁସାରେ ବୁଦ୍ଧ ବିମାନ ଭଦ୍ରପୁର ବିମାନବନ୍ଦରେ ଅବତରଣ ସମୟରେ ରନୱେରୁ ଖସି ଯାଇଥିଲା । ବିମାନଟି କାଠମାଣ୍ଡୁରୁ ଭଦ୍ରପୁର ଯାଉଥିଲା । ବିମାନରେ ୫୧ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଅଘଟଣ ପରେ ସମସ୍ଥ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି ।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..