ରିପୋର୍ଟ କାର୍ଡ / ଭୁବନେଶ୍ୱର
ପାର୍ବଣ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଡ଼ା ନିୟମ ଜାରି କରାଯାଇଛି। ପ୍ରାକୃତିକ ରଙ୍ଗ ବ୍ୟବହାର ସହ ଥର୍ମକୋଲ ବ୍ୟବହାର ନ କରିବାକୁ କଡ଼ା ନିର୍ଦେଶ ଦିଆଯାଇଛି। ଏନେଇ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି। ଏହି ନିୟମ ଖିଲାପ କଲେ ସମ୍ପୃକ୍ତ ପୂଜା କମିଟି ଉପରେ ହେବ ଜରିମାନା ଓ ଦୁଇ ବର୍ଷ ପୂଜା ଉପରେ କଟକଣା ଲାଗିବ ବୋଲି କୁହାଯାଇଛି।






More Stories
ଆଜିଠୁ ପ୍ରବଳ ବର୍ଷୀବ….
ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ…..
୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ…..