ରିପୋର୍ଟ କାର୍ଡ / କଟକ
ବ୍ରହ୍ମପୁର ଏମକେସିଜି ର ଏବେ କଟକ ଏସ୍ସିବି ମେଡିକାଲ କଲେଜରୁ ଆସିଛି ରାଗିଂ ଅଭିଯୋଗ। ଏମ୍ବିବିଏସ୍ ଶେଷ ବର୍ଷ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷ ଛାତ୍ର। ଅଭିଯୋଗକୁ ଗ୍ରହଣ କରି ଏସ୍ସିବି ଆଣ୍ଟି ରାଗିଂ କମିଟିର ବୈଠକ ବସିଛି। ଅଭିଯୋଗକାରୀ ଛାତ୍ର ଦେଇଥିବା ତଥ୍ୟ ଆଧାରରେ ଆରମ୍ଭ ହୋଇଛି ତଦନ୍ତ |
More Stories
ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…..
ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ……