Report Card Odisha

| Daily Odia News

ଜଟଣୀରୁ ୧.୩୨ କୋଟିର ବ୍ରାଉନ ସୁଗାର ଜବତ,୩ ଗିରଫ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଖୋର୍ଦ୍ଧା ଜଟଣୀରୁ ୧.୩୨ କୋଟିର ବ୍ରାଉନ ସୁଗାର ଜବତ ହୋଛି | ଏହା ସହିତ ୩ ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ୍ । ଜବତ ହୋଇଥିବା ବ୍ରାଉନ୍ ସୁଗାରର ମୂଲ୍ୟ ପ୍ରାୟ ୧ କୋଟି ୩୨ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ବ୍ରାଉନ୍ ସୁଗାର ସହିତ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ଜବତ କରାଯାଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ୍ ପକ୍ଷରୁ ଅଚାନକ ଚଢଉ କରାଯିବା ସହିତ ଏକ ବଡ ଧରଣର ଡ୍ରଗ୍ସ ଚାଲାଣକୁ ରୋକା ଯାଇ ପାରିଛି ।

Breaking News