ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । ସୁପ୍ରିମକୋର୍ଟରେ ୫୦ ପ୍ରତିଶତ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ତେଣୁ ସୁପ୍ରିମକୋର୍ଟରେ କରୋନା ନିୟମାବଳୀ କଡ଼ାକଡ଼ି କରାଯାଇଛି। ଆଗକୁ ସୁପ୍ରିମକୋର୍ଟ ପରିସରକୁ ଯିଏ ବି ଯିବେ ସେମାନଙ୍କଠାରେ କରୋନା ଲକ୍ଷଣ ଥିଲେ ସେମାନେ କରୋନା ଟେଷ୍ଟ୍ କରିବା ବାଧ୍ୟତାମୂଳକ। ଲକ୍ଷଣ ଥିଲେ ସମସ୍ତେ ଆର୍ଟିପିସିଆର୍ ଟେଷ୍ଟ୍ କରିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ଜାରି ଏକ ନୂଆ ନିର୍ଦ୍ଦେଶାବଳିରେ କୁହାଯାଉଛି।






More Stories
ମୁସଲିମ ଟୋପି ପିନ୍ଧିବାକୁ ମନାକଲେ ବିହାରର ମୁଖ୍ୟମନ୍ତ୍ରୀ…..
ବଢିଲା ଡିଏ…..
ରାତି ସାଢେ ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି…..