ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି କର୍ଣ୍ଣାଟକର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଥାୱରଚାନ୍ଦ ଗେହଲଟ୍ | ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ କର୍ଣ୍ଣାଟକର ୧୯ ତମ ରାଜ୍ୟପାଳ ବାଜୁଭାଇ ରୁଦାଭାଇ ଭାଲାଙ୍କ ଉତ୍ତରାଧିକାରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ୭୩ ବର୍ଷୀୟ ଗେହଲଟ୍ କେନ୍ଦ୍ରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥିଲେ ଏବଂ ଦକ୍ଷିଣ ରାଜ୍ୟରେ ନୂଆ ଭୂମିକା ଗ୍ରହଣ କରିବା ପୂର୍ବରୁ ରାଜ୍ୟସଭାରେ ଗୃହର ନେତା ଥିଲେ। ସେ ରୁ ୨୦୦୬ରୁ ୧୪ ମଧ୍ୟରେ ଦଳର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..