Report Card Odisha

| Daily Odia News

ଟାଣି ନେଲା କୁମ୍ଭୀର…..

ରିପୋର୍ଟ କାର୍ଡ / ରାଜକନିକା

ଖରସ୍ରୋତା ନଦୀ ପାର ହେବା ଲାଗି ଡ଼ଙ୍ଗା ନିକଟକୁ ଯାଉଥିବା ବେଳେ ଟାଣି ନେଲା କୁମ୍ଭୀର। ରାଜକନିକାରୁ ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପରେଶ୍ବର ବେହରା ନାମକ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଛି। ଦୀପାଞ୍ଚଳ ଗାଁ ଗଙ୍ଗାଧର ପ୍ରସାଦଡିଆ ଗାଁରେ ଏହି ଅଘଟଣ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ ଖୋଜାଖୋଜି ଜାରି ରଖିଛନ୍ତି। ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀମାନେ ପହଞ୍ଚିଛନ୍ତି।

Breaking News