Report Card Odisha

| Daily Odia News

ଆଜି ଅଧିବେଶନର ତୃତୀୟ ଦିନ,ସରଗରମ୍‌ ରହିବ ଗୃହ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ । ପ୍ରଶ୍ନକାଳ ସ୍ଵାଭାବିକ ଭାବେ ଚାଲିବ କି ନୁହେଁ ତାକୁ ନେଇ ଆଶଙ୍କା ଦେଖାଦେଇଛି। ଆଜି ବି ଗୃହ ସରଗରମ ରହିପାରେ। କଟନୀ ଛଟନୀ ପ୍ରସଙ୍ଗକୁ ନେଇ ବିରୋଧୀ ମାନେ ସରକାରଙ୍କୁ ଘେରିଛନ୍ତି। ଗତକାଲି ଦ୍ଵିତୀୟ ଦିନରେ ଗୃହ ଆରମ୍ଭ ହେବା ପରେ ହଟ୍ଟଗୋଳ କରିଥିଲେ। ତେଣୁ ଆଜି କିଭଳି ସ୍ଥିତି ରହୁଛି, ତା ଉପରେ ସମସ୍ତଙ୍କର ନଜର ରହିଛି।

Breaking News