ରିପୋର୍ଟ କାର୍ଡ / ଭୋପାଳ
ମଧ୍ୟପ୍ରଦେଶରେ ଏକ ପ୍ଲେନ୍ ମନ୍ଦିର ସହ ଧକ୍କା ହେବାରୁ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଚୋରହାଟାରେ ଘଟିଛି। ଦୁର୍ଘଟଣା ପରେ ପାଇଲଟ ଗୁରୁତର ଅବସ୍ଥାରେ ସଞ୍ଜୟ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ବିମାନଟି ଏକ ପାଇଲଟ୍ ଟ୍ରେନିଂ କମ୍ପାନୀର ଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଏବଂ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ଜାରିରହିଛି |






More Stories
ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ !…..
ପୁରୀରୁ TMC ବିଧାୟକ ଗିରଫ…..
ଇରାନ ଉପରେ ଆମେରିକାର ଆକ୍ରମଣ……