ବ୍ରହ୍ମପୁର: ବ୍ରହ୍ମପୁରରେ ଏଚଆଇଭି ପଜିଟିଭରେ ଆକ୍ରାନ୍ତ ଥିବା ଦୁଇ ଜଣ ବାନ୍ଧି ହେଲେ ବିବାହ ବନ୍ଧନରେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନବବିବାହିତଙ୍କୁ ଆଶୀର୍ବାଦ ଓ ଅଭିନ୍ଦନ ଜଣାଇଛନ୍ତି । ଗୋପାଳପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଚାଳିତ ଶ୍ରଦ୍ଧା ସଂଜିବନୀ ଅନୁଷ୍ଠାନରେ ଏହି ନିଆରା ବିବାହ ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ବିବାହରେ ଯୋଗ ଦେଇଥିଲେ।
ଏଚ୍ଆଇଭି ସଂକ୍ରମିତଙ୍କ ବାହାଘର, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ ବାର୍ତ୍ତା






More Stories
ଓଏଏସ୍ ସ୍ତରରେ ଅଦଳବଦଳ…..
ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଘୋଷଣା…..
ଆଜିଠୁ ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ….