ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆକ୍ସନ୍ ମୋଡ୍ରେ ମାୟାବତୀ | ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ହୁଜନ ସମାଜ ପାର୍ଟି ବିଦ୍ରୋହୀ ନେତାଙ୍କୁ ଦଳରୁ ବହିଷ୍କୃତ କରାଯଇଛି | ବିଏସ୍ପି ଅଧ୍ୟକ୍ଷ ମାୟାବତୀଙ୍କ ନିର୍ଦ୍ଦେଶରେ ଦଳୀ ନେତା ଲାଲଜୀ ବର୍ମା ଏବଂ ପୂର୍ବ ପ୍ରଦେଶ ଅଧ୍ୟକ୍ଷ ରାମ ଅଚଲ ରାଜଭରଙ୍କୁ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ କରାଯାଇଥିବା ନେଇ ସୂଚନା ମିଳିଛି | ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ଆଗାମୀ ବିଧାନସଭା ନିର୍ବାଚନରେ ମାୟାବତୀଙ୍କ ଦଳ ବିଏସ୍ପି ଏକୁଟିଆ ନିର୍ବାଚନ ଲଢିବାକୁ ଘୋଷଣା କରିଛି। ଗତକିଛି ଦିନ ହେବ ମାୟାବତୀ ଲକ୍ଷ୍ନୌ ସମେତ ୬ଟି ଜିଲାରେ ଅଧ୍ୟକ୍ଷ ପରିବର୍ତ୍ତନ କରିଛନ୍ତି।






More Stories
୨୨ରୁ ବିଧାନସଭା ଅଧିବେଶନ…….
ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ…..
୧୮ରୁ ଖୋଲିବ ସ୍କୁଲ୍….