ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକୀୟ ବ୍ଲାକହକ୍ କେଣ୍ଟକିର ଟ୍ରିଗ୍ କାଉଣ୍ଟିରେ ଦୁଇ ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୯ ଯବାନ ସହିଦ ହୋଇଛନ୍ତି । ଫୋର୍ଟ କ୍ୟାମ୍ପବେଲର ପବ୍ଲିକ୍ ଆଫେୟାର୍ସ ଅଫିସ୍ କହିଛି ଯେ କ୍ରୁ ମେମ୍ବରମାନେ ୧୦୧ତମ ଏୟାରବୋର୍ଣ୍ଣ ଡିଭିଜନ ଦ୍ୱାରା ପରିଚାଳିତ ଦୁଇଟି ଏଚ୍ଏଚ୍ -୬୦ ବ୍ଲାକ୍ ହକ୍ ହେଲିକପ୍ଟର ଉଡ଼ାଉଥିଲେ । ବୁଧବାର ବିଳମ୍ବିତ ରାତିରେ କେଣ୍ଟକିର ଟ୍ରିଗ୍ କାଉଣ୍ଟିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..